ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ହେଲେ ଓସିଏ ସଂପାଦକ

କଟକ: ସଞ୍ଜୟ ବେହେରା ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଜୟ ବେହେରା ୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ନବରଂଜନ ସ୍ୱାଇଁଙ୍କୁ ପରାସ୍ତ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫଣ୍ଡ (ଏଟି) ଠକେଇ ମାମଲାରେ ଗିରଫ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଞ୍ଜୟ ବେହେରା। ଯୁଗ୍ମ ସଂପାଦକ ଭାବେ ମେହେତାବ୍‌ ଖାନ୍‌ ନିର୍ବାଚିତ ହୋଇଛନ୍ତି। ମେହେତାବ୍‌ ଖାନ ନିର୍ବାଚନରେ ସୁଜିତ୍‌ କୁମାର … Continue reading ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ହେଲେ ଓସିଏ ସଂପାଦକ